
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୌର କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ମିଳିବ। ରାଜ୍ୟର ପୌର କର୍ମଚାରୀଙ୍କ ଲାଗି ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି ଘୋଷଣା ରାଜ୍ୟର ସବୁ ପୌରସଂସ୍ଥାରେ ଲାଗୁ ହେବ। ୨୦୧୬ ଏପ୍ରିଲ ପହିଲାରୁ ପିଛିଲା ଭାବେ ସପ୍ତମ ବେତନ କମିଶନ ହାରରେ ଦରମା ପାଇବେ ପୌର କର୍ମଚାରୀ। ରାଜ୍ୟ ନିଜ ପାଣ୍ଠିରୁ ଏହି ଅତିରିକ୍ତ ଖର୍ଚ୍ଚ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
from Odisha Reporter https://ift.tt/2EyI7CC
No comments:
Post a Comment