୨୦୧୨ରୁ ସରିଥିଲା, କିନ୍ତୁ ପରୀକ୍ଷଣ ହୋଇ ନଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

୨୦୧୨ରୁ ସରିଥିଲା, କିନ୍ତୁ ପରୀକ୍ଷଣ ହୋଇ ନଥିଲା

ନୂଆଦିଲ୍ଲୀ: ଆଣ୍ଟି-ସ୍ୟାଟେଲାଇଟ୍‌ ଏ-ସ୍ୟାଟ୍‌ ମିସାଇଲ୍‌ଟି ଅଗ୍ନି ମିସାଇଲ୍‌ ଓ ଆଡଭାନ୍ସଡ୍‌ ଏୟାର ଡିଫେନ୍ସ(ଏଏଡି)ର ମିଶ୍ରଣରୁ ନିର୍ମାଣ କରାଯାଇଛି। ଭାରତ ୨୦୧୨ରେ ଦୁଇଟି ଯାକ ମିସାଇଲ୍‌କୁ ମିଶାଇ ନିଜର ଆଣ୍ଟି ସ୍ୟାଟେଲାଇଟ୍‌ ଏ-ଏଟି ମିସାଇଲ୍‌ ସିଷ୍ଟମ ପ୍ରସ୍ତୁତ କରିଥିଲା। ଅଗ୍ନି-୫ ମିସାଇଲ୍‌ ପରୀକ୍ଷଣ ପରେ ହିଁ ଭାରତ ଏଭଳି ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲର କ୍ଷମତାର ଅଧିକାର ହୋଇଥିଲା। କିନ୍ତୁ ରାଜନୀତିକ ଇଚ୍ଛା ଶକ୍ତିର ଅଭାବ ଯୋଗୁ ଏହାର ପରୀକ୍ଷଣ କରାଯାଇ ପାରି ନଥିଲା। କିନ୍ତୁ ମୋଦି ସରକାର କ୍ଷମତାକୁ ଆସିବା ପରେ ଏହାର ପରୀକ୍ଷଣ ପାଇଁ ସବୁଜ ସଙ୍କେତ ଦେଇଥିଲେ ବୋଲି ଜଣାପଡ଼ିଛି।

୨୦୧୨ରେ ତତ୍କାଳୀନ ଡିଆରଡିଓ ମୁଖ୍ୟ ଭିକେ ସରସ୍ୱତୀ କହିଛନ୍ତି, ୨୦୧୨ରେ ଅଗ୍ନି-୫ର ସଫଳ ପରୀକ୍ଷଣ ପରେ ବୈଜ୍ଞାନିକମାନେ ସ୍ୟାଟେଲାଇଟ୍‌କୁ ନଷ୍ଟ କରିବାର କ୍ଷମତା ହାସଲ କରିଥିଲେ। ତେଣୁ ଆମେ ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌କୁ ପରୀକ୍ଷଣ କରିବାକୁ ଚାହିଁଥିଲୁ। ଏହାର ଲକ୍ଷ୍ୟ ଭେବ କ୍ଷମତା ୮୦୦ କିମି ରହିଥିଲା। ଅଗ୍ନି-୫ରେ ଏହି କ୍ଷମତା ରହିଥିଲା।”



from Odisha Reporter https://ift.tt/2JIbjx1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages