Redmi Note 7 Pro ଓ Galaxy M30 ମଧ୍ୟରେ କ’ଣ ସାମଞ୍ଜସ୍ୟ, ଆସନ୍ତୁ ଜାଣିବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

Redmi Note 7 Pro ଓ Galaxy M30 ମଧ୍ୟରେ କ’ଣ ସାମଞ୍ଜସ୍ୟ, ଆସନ୍ତୁ ଜାଣିବା

phone

ନୂଆଦିଲ୍ଲୀ: ଚାଇନା ସ୍ମାର୍ଟ୍‌ ଫୋନ୍‌ ସାଓମୀ ଭାରତୀୟ ବଜାରରେ Redmi Note 7, Note 7 Pro ଲଞ୍ଚ୍‌ କରିଛି। ଏହା ପୂର୍ବରୁ ସାମ୍‌ସଙ୍ଗ୍‌ Note 7 Pro  ରେଞ୍ଜ୍‌ର Galaxy M30 ଲଞ୍ଚ୍‌ କରିଛି। ତେବେ ଆସନ୍ତୁ ସ୍ପେସିଫିକେସନ୍‌ ଓ ଫିଚର ଆଧାରରେ ଏହି ୨ ସ୍ମାର୍ଟ୍‌ ଫୋନ୍‌ରେ କ’ଣ ସମାନତା ଓ କ’ଣ ଭିନ୍ନତା ଅଛି ଜାଣିବା।

Redmi Note 7 Pro

Redmi Note 7 Pro ୪ଜିବି ରାମ୍‌ ବିଶିଷ୍ଟ ଫୋନ୍‌ର ମୂଲ୍ୟ ୧୩,୯୯୯ ଟଙ୍କା ରହିଥିବା ବେଳେ ୬ଜିବି ରାମ୍‌ ବିଶିଷ୍ଟ ଫୋନ୍‌ର ମୂଲ୍ୟ ରହିଛି ୧୬,୯୯୯ ଟଙ୍କା। ଏହି ଫୋନ୍‌ ତିନିଟି କଲରରେ ଲଞ୍ଚ ହୋଇଛି। ଯେଉଁଥିରେ ବ୍ଲାକ୍‌, ବ୍ଲୁ, ଓ ରେଡ୍‌ ସାମିଲ୍‌ ଅଛି।

ସ୍ପେସିଫିକେସନ୍‌

ଡିସ୍‌ ପ୍ଲେ- ୬.୩ ଇଞ୍ଚ୍‌ ଫୁଲ୍‌ ଏଚ୍‌ଡି

ପ୍ରୋସେସର- କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌

ଇଣ୍ଟରନାଲ୍‌ ଷ୍ଟୋରେଜ୍‌- 64GB ଓ 128GB

ରାମ୍‌- 4GB ଓ 6GB

ରିୟର କ୍ୟାମେରା- ଡୁଆଲ୍‌ କ୍ୟାମେରା ସେଟ୍‌ ଅପ୍‌(48 ମେଗାପିକ୍ସଲ୍‌ ଓ 5 ମେଗା ପିକ୍ସଲ୍‌ ଡେପ୍ଥ ସେନ୍‌ସର)

ଫ୍ରଣ୍ଟ୍‌ କ୍ୟାମେରା- ୧୩ ମେଗାପିକ୍ସଲ

ବ୍ୟାଟେରୀ- 4,000mAh

ପୋର୍ଟ- USB Type C, 3.5mm ଜ୍ୟାକ୍‌

ସଫ୍ଟ ଓୟାର-  MIUI 10 ଯୁକ୍ତ Android Pie

ସାମ୍‌ସଙ୍ଗ୍‌ ଗ୍ୟାଲେକ୍ସି M30

ସାମ୍‌ସଙ୍ଗ ଏହି ଫୋନ୍‌ର ମୂଲ୍ୟ ୧୪,୯୯୦ ଟଙ୍କା।  ୬ଜିବି ରାମ୍‌ ସହ ୧୨୮ ଜିବିର ଇଣ୍ଟରନାଲ୍‌ ମେମୋରୀ ବିଶିଷ୍ଟ  ଏହି ଫୋନ୍‌ର ମୂଲ୍ୟ ରହିଛି ୧୭,୯୯୦ ଟଙ୍କା। ଏହି ସ୍ମାର୍ଟ୍‌ ଫୋନ୍‌ର ଖାସ୍‌ କଥା ହେଉଛି ଏଥିରେ  Super AMOLED ଡିସ୍‌ପ୍ଲେ ଦିଆଯାଇଛି। ଯେଉଁଥିରେ ତିନୋଟି ରିଅର କ୍ୟାମେରା ରହିଛି।

ସ୍ପେସିଫିକେସନ୍‌

ଡିସ୍‌ପ୍ଲେ- ୬.୪ ଇଞ୍ଚ୍‌  ଫୁଲ୍‌ ଏଚ୍‌ଡି ଫ୍ଲସ୍‌ ସୁପର AMOLED

ପ୍ରୋସେସର- 1.8GHz ଅକ୍ଟାକୋର୍‌ Exynos 7904

ଇଣ୍ଟରନାଲ୍‌ ମେମୋରୀ- 64GB/128GB

ରାମ- 4GB/6GB

ରିଅର୍‌ କ୍ୟାମେରା- ଟ୍ରପଲ୍‌ କ୍ୟାମେରା ସେଟ୍‌ଅପ୍‌ ( 13MP+5MP+5MP)

ଫ୍ରଣ୍ଟ୍‌  କ୍ୟାମେରା- ସିଙ୍ଗିଲ୍‌ ୧୬ ମେଗାପିକ୍ସଲ୍‌ କ୍ୟମେରା

ବ୍ୟାଟେରୀ- 5,000mAh

ସଫ୍ଟ ୱେୟାର- Android 8.1 ଯୁକ୍ତ Experience 9.5 UI

ପୋର୍ଟ- USB Type C, 3.55 ହେଡ୍‌ଫୋନ୍‌ ଜ୍ୟାକ୍‌

 

ସୂଚନାଯୋଗ୍ୟ ଯେ, ଏହି ଦୁଇଟି ଫୋନ୍‌ ମଧ୍ୟ ବିଶେଷ କିଛି ସାମଞ୍ଜସ୍ୟ ନାହିଁ।  ତେଣୁ ଏହା ଉପରେ ରିଭ୍ୟୁ ଦେବା କଷ୍ଟକର।

 



from Odisha Reporter https://ift.tt/2EINwsj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages