ପଶ୍ଚିମବଙ୍ଗରେ ନିର୍ବାଚନ ଅଧିକାରୀ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ପଶ୍ଚିମବଙ୍ଗରେ ନିର୍ବାଚନ ଅଧିକାରୀ ନିଖୋଜ

କୋଲକାତା: ଗତକାଲି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ନିଖୋଜ ହୋଇଛନ୍ତି ନିର୍ବାଚନ ଅଧିକାରୀ। ପଶ୍ଚିମବଙ୍ଗ ନାଦିଆ ଜିଲ୍ଲା ନିର୍ବାଚନ ଅଧିକାରୀ ଅର୍ଣ୍ଣବ ରୟ ଗତକାଲି ମଧ୍ୟାହ୍ନରୁ ନିଖୋଜ ଥିବା ଜଣାପଡ଼ିଛି।

ଇଭିଏମ୍ ଏବଂ ଭିଭିପ୍ୟାଟ ଦାୟିତ୍ୱରେ ନାଦିଆ ଜିଲ୍ଲାର ବିପ୍ରଦାସ ଚୌଧୁରୀ ପଲିଟେକନିକ୍ କଲେଜରେ ଅର୍ଣ୍ଣବ ରୟ ନିୟୋଜିତ ଥିଲେ। କିନ୍ତୁ ମଧ୍ୟାହ୍ନ ପରଠୁ ଏଯାଏଁ ନିଖୋଜ ଥିବା ସୂଚନା ରହିଛି। ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।



from Odisha Reporter http://bit.ly/2Gv0I4H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages