ପୁଅ ପାଇଁ ଇସ୍ତଫା ଦେବେ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ପୁଅ ପାଇଁ ଇସ୍ତଫା ଦେବେ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂହ

ନୂଆଦିଲ୍ଲୀ: ବିଜେପିର ରାଜ୍ଯସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂହ ଉଭୟ ସାଂସଦ ଓ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ଯାଉଛନ୍ତି। ନିକଟରେ ତାଙ୍କ ପୁଅ ହରିଆନା ହିସାର ଲୋକସଭା ଆସନ ପାଇଁ କଂଗ୍ରେସରୁ ଟିକେଟ ପାଇଥିବାରୁ ସେ ବିଜେପିରୁ ଇସ୍ତଫା ଦେବେ ବୋଲି ସୂଚନା ଦେଇଛନ୍ତି।

ସେ କହିଛନ୍ତି ବିଜେପି ପରିବାରବାଦକୁ ବିରୋଧ କରେ। ମୋ ପୁଅ କଂଗ୍ରେସରୁ ପ୍ରାର୍ଥୀ ହୋଇଛି, ତେଣୁ ମୁଁ ବିଜେପିରେ ରହିବା ଠିକ୍ ହେବ ନାହିଁ। ଏ ନେଇ ବିଜେପି ରାଷ୍ଚ୍ରୀୟ ସଭାପତି ଅମିତ ଶାହଙ୍କୁ ଚିଠି ଲେଖି ଜଣାଇ ଦେଇଥିବା କହିଛନ୍ତି।



from Odisha Reporter http://bit.ly/2UVQgLF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages