
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍)। ମୟୂରଭଞ୍ଜ ଲୋକସଭା ଓ ୫ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଜେଏମ୍ଏମ୍ ସୁପ୍ରିମୋ ସିବୁ ସୋରେନ୍ଙ୍କ ଝିଅ ଅଞ୍ଜଳି ସୋରେନ ହୋଇଛନ୍ତି ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ।
ସାରସକଣା ବିଧାନସଭାରୁ ମହେଶ ଚନ୍ଦ୍ର ହେମ୍ବ୍ରମ, ବାଙ୍ଗିରିପୋଷିରୁ ସୁନ୍ଦର ମୋହନ ସିଂହ, ମୋରଡ଼ାରୁ କଳିଙ୍ଗ କେଶରୀ ଜେନା, ବୀରମିତ୍ରପୁରରୁ ସେବିୟନ ଆଇନ୍ଦ ଓ ରାଇରଙ୍ଗପୁରରୁ ସୁନାରାମ ଟୁଡୁ ପ୍ରାର୍ଥୀ ହୋଇଛନ୍ତି।
ଓଡ଼ିଶାରେ କଂଗ୍ରେସ ସହ ବୁଝାମଣା କରିଛି JMM।
from Odisha Reporter https://ift.tt/2FLIryF
No comments:
Post a Comment