ଜେଟ୍ ଏୟାରୱେଜ୍ ବିମାନର ଡେଣା ସାଜିବେ ସହଯୋଗୀ ବିମାନ କମ୍ପାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ଜେଟ୍ ଏୟାରୱେଜ୍ ବିମାନର ଡେଣା ସାଜିବେ ସହଯୋଗୀ ବିମାନ କମ୍ପାନୀ

ନୂଆଦିଲ୍ଲୀ: ପୁଣି ଉଡ଼ିବ ଜେଟ୍ ଏୟାରୱେଜ୍ ବିମାନ। ଆସନ୍ତା ସପ୍ତାହରୁ ଅନ୍ୟତମ ବିମାନ ସେବା ପ୍ରଦାନକାରୀ ସଂସ୍ଥା ସ୍ପାଇସ୍ ଜେଟ୍, ମହାରାଜା, ଏୟାର ଇଣ୍ଡିଆ ଜେଟ୍ ଏୟାରୱଜ ବିମାନକୁ ନିଜ ନିଜ କମ୍ପାନୀରେ ଲଗାଇ ବ୍ୟବହାର କରିବେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଜେଟ୍ ଏୟାରୱେଜର ୩୦ରୁ ୪୦ଟି ବୋଇଙ୍ଗ୍ ୭୩୭ ବିମାନକୁ ସ୍ପାଇସ ଜେଟ୍ ନେଇ ସେବା ଯୋଗାଇବ, ସେହିପରି ଜେଟ୍ ଏୟାରୱେଜର ୫ଟି ବୋଇଙ୍ଗ୍ ୭୭୭କୁ ଏୟାର ଇଣ୍ଡିଆ ନେବ ଏବଂ ମହାରାଜା ବୋଇଙ୍ଗ୍ ବି୭୩୭ର କିଛି ବିମାନକୁ ନେଇ ସେବା ଯୋଗାଇବ ବୋଲି ଜଣାପଡ଼ିଛି।
ଆସନ୍ତା ୧୦ ଦିନ ମଧ୍ୟରେ ଏହି ତିନି ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏପରି ସେବା ଯୋଗାଇବେ ବୋଲି ଜଣାପଡ଼ିଛି।


from Odisha Reporter http://bit.ly/2Ix5qkW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages