
ହାଇଦ୍ରାବାଦ: ୱାଇଏସ୍ଆର କଂଗ୍ରେସର ମୁଖ୍ୟ ଜଗନମୋହନ ରେଡ୍ଡୀଙ୍କ ଦଳର ଲୋକସଭା ପ୍ରାର୍ଥୀ ରଘୁରାମ କ୍ରିଷ୍ଣନ ରାଜୁଙ୍କ ୨ଟି ଘର ଓ ୪ଟି ଅଫିସରେ ଆଜି ସିବିଆଇ ରେଡ୍ କରିଛି। ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ଏଭଳି ଚଢ଼ଉ କରିଥିବା ଜଣାପଡ଼ିଛି। ୨,୬୫୬ କୋଟି ଟଙ୍କାର ଠକେଇ ମାମଲାରେ ସେ ସମ୍ପୃକ୍ତ ଥିବାରୁ ଚଢ଼ଉ କରାଯାଇଛି। ଗତବର୍ଷ ରାଜୁ ତେଲୁଗୁ ଦେଶମ ପାର୍ଟି ଛାଡ଼ି ୱାଇଏସ୍ଆର କଂଗ୍ରେସରେ ସାମିଲ ହୋଇଥିଲେ। ରାଜୁଙ୍କୁ ୱାଇଏସ୍ଆର କଂଗ୍ରେସ ନରସପୁରମରୁ ପ୍ରାର୍ଥୀ କରିଛି।
from Odisha Reporter http://bit.ly/2IPNH8v
No comments:
Post a Comment