
ରାୟପୁର: ସାଧାରଣ ନିର୍ବାଚନ ପାଇ ମତଦାନ ପୂର୍ବରୁ ଛତିଶଗଡ଼ରେ ନକ୍ସଲ-ଯବାନ ମୁହାଁମୁହିଁ। ଛତିଶଗଡ଼ର କନକେରରେ ମାଓବାଦୀ ଯବାନ ମୁହାଁମୁହିଁ ହୋଇଥିବାବେଳେ ଜଣେ ବିଏସଏଫ ଯବାନ ସହିଦ ହୋଇଛନ୍ତି। ଅନ୍ଯ ୩ ଜଣ ଯବାନ ଆହତ ହୋଇଥିବା ସୂଚନା ରହିଛି।
#Chhattisgarh: 1 Jawan martyred, 3 injured in encounter with Naxals in Kanker
— Doordarshan News (@DDNewsLive) 4 April 2019
from Odisha Reporter https://ift.tt/2I8hyYm
No comments:
Post a Comment