ଓଡ଼ିଶା ପାଇଁ ଗୌରବ ଆଣିଲେ ଅନ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଓଡ଼ିଶା ପାଇଁ ଗୌରବ ଆଣିଲେ ଅନ୍ୟା

ଜାମସେଦପୁର(ରବି ଝା): ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପରୀକ୍ଷାରେ ଓଡ଼ିଆ ଝିଅ ଅନ୍ୟା ଦାସ କମାଲ କରିଛନ୍ତି। ସେ ୬୦ତମ ରାଙ୍କରେ ରହି ଓଡ଼ିଶା ଓ ଝାରଖଣ୍ଡ ପାଇଁ ଗୌରବ ଆଣିଛନ୍ତି। ସେ ଏବେ ଜାମସେଦପୁରରେ ରହୁଛନ୍ତି।

ଅନ୍ୟା ୨୦୧୬ ମସିହାରେ UPSC ପରୀକ୍ଷାରେ ୫୭୯ ରାଙ୍କରେ ରହିଥିଲେ। ତାଙ୍କୁ ରେଳ ବିଭାଗର ପର୍ସନାଲ୍‌ ସର୍ଭିସ୍‌ ମିଳିଥିଲା। ସେଥିପାଇଁ ସେ ବର୍ତ୍ତମାନ ଗୁଜରାଟର ଭଦୋଦରାରେ ତାଲିମ ନେଉଛନ୍ତି। କିନ୍ତୁ ଆଇଏଏସ୍‌ ହେବା ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ଥିଲା। ତେଣୁ ୨୦୧୮ ମସିହାରେ ସେ ଆଉଥରେ UPSC ପରୀକ୍ଷା ଦେଇଥିଲେ। ଯେଉଁଥିରେ ସେ ୬୦ ତମ ରାଙ୍କରେ ରହିଛନ୍ତି।

ଅନ୍ୟାଙ୍କ ପରିବାର ଝାରଖଣ୍ଡର ଜାମସେଦପୁରରେ ରୁହନ୍ତି। ତାଙ୍କ ବାପା ବାଦଲ ଭୂୟାଁ ଜଣେ ସାମ୍ୱାଦିକ। ସେ ଓଡ଼ିଆ ପତ୍ରିକା ‘ସିଂହଭୂମ’ର ସମ୍ପାଦକ ଅଛନ୍ତି।



from Odisha Reporter http://bit.ly/2Xzmwlv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages