“ନାଗିନ୍‌ ୩”ରେ ଏଣ୍ଟ୍ରି କରିପାରନ୍ତି “ୟେ ହେ ମୋହବତୈଁ”ର ବୋହୂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

“ନାଗିନ୍‌ ୩”ରେ ଏଣ୍ଟ୍ରି କରିପାରନ୍ତି “ୟେ ହେ ମୋହବତୈଁ”ର ବୋହୂ

ମୁମ୍ବାଇ: ହିନ୍ଦି ଟେଲିଭିଜନ୍‌ ଧାରାବାହିକ “ନାଗିନ୍‌ ୩” ଚଳିତ ସପ୍ତାହରେ ଏକ ନମ୍ବର ସ୍ଥାନରେ ରହିଛି। ଏବେ ସିରିଏଲ୍‌ର ନୂଆ ଅପ୍‌ଡେଟ୍‌ ଆସିଛି। ସେଥିରୁ ଜଣାପଡୁଛି ଯେ, ଏକ୍‌ତା କପୁର୍‌ଙ୍କ ଏହି ଶୋ’ରେ “ୟେ ହେ ମୋହବତୈଁ” ର ବୋହୂ ଏଣ୍ଟ୍ରି କରିପାରନ୍ତି।

କିଛି ଦିନ ପୂର୍ବରୁ “ନାଗିନ୍‌ ୩” ସିରିଏଲ୍‌ରେ ‘ହୁକୁମ୍‌’ର ଚରିତ୍ରରେ ଅଭିନୟ କରୁଥିବା ନିକେତନ୍‌ ଏହି ସିରିଏଲ୍‌ରେ ଏଣ୍ଟ୍ରି କରିଥିଲେ। ଏବେ ଏହି ସିରିଏଲ୍‌ରେ ଆଉ ଜଣେ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଆଉ ଏହା ମଧ୍ୟ କୁହାଯାଉଛି ଯେ, ସେହି ନୂଆ ଚେହେରା ଆଉ କେହି ନୁହେଁ, “ୟେ ହେ ମୋହବତୈଁ” ର ଭଲ୍ଲା ପରିବାରର ବୋହୂ ଆଲିଆ ହୋଇପାରନ୍ତି।

“ୟେ ହେ ମୋହବତୈଁ” ରେ ଆଲିଆ ଚରିତ୍ରରେ ଅଭିନୟ କରୁଥିବା କ୍ରୀଷ୍ଣା ମୁଖାର୍ଜି ସକରାତ୍ମକ ଚରିତ୍ରରେ ଅଭିନୟ କରୁଛନ୍ତି। କିନ୍ତୁ, କୁହାଯାଉଛି ଯେ, “ନାଗିନ୍‌ ୩”ରେ ସେ ନେଗେଟିଭ୍‌ ଚରିତ୍ରରେ ଅଭିନୟ କରିପାରନ୍ତି।



from Odisha Reporter http://bit.ly/2Klf0Jo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages