ନବଜାତ ଶିଶୁପୁତ୍ରକୁ ଛାଡି ପଳାଇଲେ ବାପା ଓ ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ନବଜାତ ଶିଶୁପୁତ୍ରକୁ ଛାଡି ପଳାଇଲେ ବାପା ଓ ମା’

ରାଇରଙ୍ଗପୁର (ରାଜେଶ ଶର୍ମା) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ନବଜାତ ଶିଶୁପୁତ୍ରକୁ ଛାଡି ପଳାଇଲେ ବାପା ଓ ମାଆ। ଶନିବାର ଏହି ଘଟଣା ଘଟିଥିବା ବେଳେ ନବଜାତ ଶିଶୁପୁତ୍ରକୁ ହସ୍ପିଟାଲ କର୍ତ୍ତୃପକ୍ଷ ବାରିପଦା ପିଆରଏମ୍‌ ଡାକ୍ତରଖାନାକୁ ହସ୍ତାନ୍ତର କରିଛନ୍ତି।

ଗତ ଶନିବାର ଶିଶୁପୁତ୍ର ଜନ୍ମ ନେବା ପରେ  ବାପା ଓ ମାଆ ଡାକ୍ତରଙ୍କୁ ନ ଜଣାଇ କେଉଁ ଆଡ଼େ ପଳାଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ନେଇ ବାଦାମ ପାହାଡ଼ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter http://bit.ly/2KdOGR8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages