‘ନିର୍ବାଚନରେ ଦିବ୍ୟାଙ୍ଗଙ୍କ ପାଇଁ ଠିକ୍‌ ବ୍ୟବସ୍ଥା ହୋଇନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

‘ନିର୍ବାଚନରେ ଦିବ୍ୟାଙ୍ଗଙ୍କ ପାଇଁ ଠିକ୍‌ ବ୍ୟବସ୍ଥା ହୋଇନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ପ୍ରଶାସନ ଭିନ୍ନକ୍ଷମ ଓ ଦିବ୍ୟାଙ୍ଗଙ୍କ ପାଇଁ ଠିକ ବ୍ୟବସ୍ଥା କରିନଥିବା ଅଭିଯୋଗ ହୋଇଛି। ଯାହାଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଭୋଟର ମତଦାନରୁ ବଞ୍ଚିତ ହୋଇଛନ୍ତି। କିଛି ସ୍ଥାନରେ ଦିବ୍ୟାଙ୍ଗ ଭୋଟର ଅସନ୍ତୋଷ ପ୍ରକାଶ କରିଥିବା କହିଛନ୍ତି ଜଣାଶୁଣା ସମାଜସେବୀ ତଥା ‘ସ୍ୱାଭିମାନ’ ଅନୁଷ୍ଠାନର ପ୍ରତିଷ୍ଠାତା ଡଃ ଶ୍ରୁତି ମହାପାତ୍ର।

ଶ୍ରୁତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଛନ୍ତି। ସେ କହିଛନ୍ତି, “ସରକାରୀ ଘୋଷଣା ଅନୁସାରେ ଦିବ୍ୟାଙ୍ଗ ଭୋଟରମାନଙ୍କ ଲାଗି ଯେଉଁଭଳି ବ୍ୟବସ୍ଥା ରହିବା କଥା, ତାହା ହୋଇନି। ତେଣୁ ଆଗାମୀ ତିନିଟି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୬୦ ଲକ୍ଷ ଦିବ୍ୟାଙ୍ଗ ଭୋଟର ଯେପରି ସୁବିଧାରେ ମତଦାନ କରିପାରିବେ, ସେ ନେଇ BLO ମାନଙ୍କୁ ଠିକରେ ତାଲିମ ଦେବାକୁ ସିଇଓଙ୍କୁ ଚିଠି ଲେଖିଛି।”



from Odisha Reporter http://bit.ly/2GlAgdX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages