ହିନ୍ଦୁ ବିରୋଧୀ ବୟାନ ପାଇଁ କେସିଆରଙ୍କୁ ଇସି ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ହିନ୍ଦୁ ବିରୋଧୀ ବୟାନ ପାଇଁ କେସିଆରଙ୍କୁ ଇସି ନୋଟିସ୍‌

ହାଇଦ୍ରାବାଦ୍‌: ହିନ୍ଦୁ ସଂପ୍ରଦାୟ ବିରୋଧରେ ବୟାନ ଦେଇଥିବା ଅଭିଯୋଗରେ ନିର୍ବାଚନ କମିଶନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ଜବାବ ତଲବ କରିଛନ୍ତି। ଆସନ୍ତା ଶୁକ୍ରବାର ସୁଦ୍ଧା ସେ ଏହା ଉପରେ ଜବାବ ଦାଖଲ କରିବେ।

ଏକ ନିର୍ବାଚନ ସଭାରେ କେସିଆର ହିନ୍ଦୁ ସଂପ୍ରଦାୟ ବିରୋଧରେ ଆପତ୍ତି ଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ନିର୍ବାଚନ କମିଶନ ଏହାର ତର୍ଜମା କରିଥିଲେ। ପ୍ରାଥମିକ ଯାଞ୍ଚରୁ କେସିଆରଙ୍କ ବୟାନ ସାମାଜିକ ସ୍ଥିରତାକୁ କ୍ଷତି ପହଞ୍ଚାଇଥିବା ଜଣାପଡ଼ିଛି। ତେଣୁ ନିର୍ବାଚନ କମିଶନ ଏପ୍ରିଲ ୧୨ ସନ୍ଧ୍ୟା ୫ଟା ମଧ୍ୟରେ ଏହାର ଜବାବ ଦାଖଲ କରିବାକୁ କେସିଆରଙ୍କୁ କହିଛନ୍ତି।
ମାର୍ଚ୍ଚ ୧୭ ଦିନ କେସିଆର ଦେଶ ହିନ୍ଦୁମାନଙ୍କ ହାତରେ ପଡ଼ି ନଷ୍ଟ ହୋଇଯାଇଛି ବୋଲି କହିବା ସହ ହିନ୍ଦୁଙ୍କ ବିରୋଧରେ ଅଶବ୍ଦ ପ୍ରୟୋଗ କରିଥିଲେ।



from Odisha Reporter http://bit.ly/2Usmy1u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages