ମନ ଖୋଲି କଥା ହେଲେ ଦୁଇ ଖିଲାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ମନ ଖୋଲି କଥା ହେଲେ ଦୁଇ ଖିଲାଡ଼ି

ମୁମ୍ବାଇ: ଜଣେ ରାଜନୀତିର ମହାରଥୀ। ଆଉ ଜଣେ ରୂପେଲି ପରଦାରେ ରଥୀ। ଉଭୟେ ସଫଳତାର ରାସ୍ତାରେ ଜଣେ ଜଣେ ମାଇଲଖୁଣ୍ଟ। ଆଜି ଉଭୟଙ୍କର ହୋଇଛି ଭେଟଘାଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାର ଆଜି ପରସ୍ପର ମନଖୋଲି କଥା ହୋଇଛନ୍ତି। ମୋଦିଙ୍କର ସାକ୍ଷାତକାର ନେଇଛନ୍ତି ଅକ୍ଷୟ କୁମାର। ଉଭୟଙ୍କ ପେଶାରେ ଦୁଇ ଜଣଙ୍କୁ ଖିଲାଡ଼ି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ନିଜର ବ୍ୟକ୍ତିଗତ ହେଉକି ରାଜନୈତିକ ଜୀବନ କଥା, ଅକ୍ଷୟଙ୍କ ସହ ମନ ଖୋଲି କଥା ହୋଇଛନ୍ତି ମୋଦି। ଗପସପ ଅନ୍ଦାଜରେ ହୋଇଥିବା ଏହି ସାକ୍ଷାତକାରରେ ଅକ୍ଷୟଙ୍କ ପ୍ରଶ୍ନରେ ମୋଦି ଅନେକ ଅକୁହା କଥା ମଧ୍ୟ କହିଛନ୍ତି।

ତେବେ ଚାଲନ୍ତୁ ଦେଖିବା ତାଙ୍କର ସେହି ସାକ୍ଷାତକାରଟି।

 



from Odisha Reporter http://bit.ly/2ISmW2b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages