ସମାଜବାଦୀ ପାର୍ଟିର କର୍ମୀଙ୍କୁ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଲେ ବିଏସପି ସୁପ୍ରିମୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ସମାଜବାଦୀ ପାର୍ଟିର କର୍ମୀଙ୍କୁ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଲେ ବିଏସପି ସୁପ୍ରିମୋ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ସୁଶ୍ରୀ ମାୟାବତୀ ରାଲି ବେଳେ ମହାମେଣ୍ଟର ଅନ୍ୟତମ ସହଯୋଗୀ ସମାଜବାଦୀ ପାର୍ଟିର କର୍ମୀଙ୍କୁ ଅନୁଶାସନର ପାଠ ପଢ଼ାଇଛନ୍ତି। ଖାଲି ପରାମର୍ଶ ନୁହେଁ ବିଏସପି କର୍ମୀଙ୍କ ପାଖରୁ କେମିତି ଶୃଙ୍ଖଳିତ ହେବାକୁ ପଡ଼େ ଶିଖିବା ପାଇଁ ଏସପି କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ମାୟାବତୀ ଉତ୍ତର ପ୍ରଦେଶର ଫିରୋଜାବାଦରେ ରାଲି କରୁଥିଲେ। ଏହି ସମୟରେ ଉପସ୍ଥିତ କର୍ମୀଙ୍କ ମଧ୍ୟରୁ ସମାଜାବାଦୀ ପାର୍ଟିର କର୍ମୀ ବିଭିନ୍ନ ନାରା ଏବଂ ସ୍ଲୋଗାନ ଦେଉଥିଲେ। ଯାହାକୁ ମାୟାବତୀ ସହଜରେ ଗ୍ରହଣ କରି ପାରିନଥିଲେ। ଶେଷରେ ହାଲକା ରାଗି ଯାଇ ସମାଜବାଦୀ ପାର୍ଟିର କର୍ମୀଙ୍କୁ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ।



from Odisha Reporter http://bit.ly/2ZooZ3X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages