ନଳିନୀଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ କଲେ ନୀତେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ନଳିନୀଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ କଲେ ନୀତେଶ

ସମ୍ବଲପୁର(ସଞ୍ଜୟ ଜେନା):ସମ୍ବଲପୁରର ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ଚ୍ୟାଲେଞ୍ଜ କରାଯାଇଛି। ନଳିନୀଙ୍କ ପ୍ରାର୍ଥିତ୍ୱକୁ ବିଜେପିର ସାଂସଦ ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଚ୍ୟାଲେଞ୍ଜ କରିଛନ୍ତି। ନଳିନୀ ଅଫିସ ଅଫ୍ ପ୍ରଫିଟରେ ଥିବା ସେ ଅଭିଯୋଗ କରିଛନ୍ତି।

ନୀତେଶ ତାଙ୍କ ଓକିଲ ଜରିଆରେ ଅଭିଯୋଗ କରିଛନ୍ତି ଯେ ନଳିନୀ ପୁର୍ତ୍ତବିଭାଗ ସଚିବ ପଦରୁ ଅବସର ନେବା ପରେ ମଧ୍ୟ ଦୁଇଟି ସରକାରୀ ସଂସ୍ଥାରେ ନିର୍ଦ୍ଦେଶକ ଅଛନ୍ତି। ଏପର୍ଯ୍ୟନ୍ତ ସେ ଉକ୍ତ ଦୁଇ ପଦବୀ ଛାଡ଼ି ନାହାନ୍ତି। ଆଫିଡେଭିଟ୍‌ ଫର୍ମରେ ସେ କେତେକ କଲମ୍ ପୂରଣ ମଧ୍ୟ କରି ନାହାନ୍ତି।

ନୀତେଶ ଗଙ୍ଗଦେବଙ୍କ ଅଭିଯୋଗ ପରେ ନଳିନୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ ଘୁଞ୍ଚିଛି। ଆଜିର ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଆସନ୍ତାକାଲିକୁ ଘୁଞ୍ଚିଛି। କାଲି ଦିନ ୧୦ଟା ୪୫ରେ ରିଟର୍ଣ୍ଣିଂ ଅଫିସର ଏହାର ଶୁଣାଣି କରିବେ।

ଆସନ୍ତାକାଲି ରିଟର୍ଣ୍ଣିଂ ନିକଟରେ ସେ ତାଙ୍କର ଜବାବ ରଖିବେ ବୋଲି ନଳିନୀ କହିଛନ୍ତି।



from Odisha Reporter http://bit.ly/2Ik734e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages