ଅମିତା ପଣ୍ଡା ହେଲେ ମିସେସ୍ ସେଣ୍ଟ୍ରାଲ ପାସିଫିକ୍ ଏସିଆ ୟୁନିର୍ଭସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ଅମିତା ପଣ୍ଡା ହେଲେ ମିସେସ୍ ସେଣ୍ଟ୍ରାଲ ପାସିଫିକ୍ ଏସିଆ ୟୁନିର୍ଭସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଝିଅ ଅମିତା ପଣ୍ଡା ମିସେସ୍ ସେଣ୍ଟ୍ରାଲ ପାସିଫିକ୍ ଏସିଆ ୟୁନିର୍ଭସ୍ ମୁକୁଟ ପାଇବାର କରିବାର ଗୌରବ ହାସଲ କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶ୍ରୀମତୀ ପଣ୍ଡାଙ୍କୁ ଏହି ଟାଇଟଲ୍ ମିଳିବା ସମଗ୍ର ଓଡ଼ିଶା ପାଇଁ ଏକ ଗୌରବର ବିଷୟ ପାଲଟିଛି।

ସେ ଭୁବନେଶ୍ୱରସ୍ଥିତ ହୃଦରୋଗୀ ଡାକ୍ତର ପ୍ରଭଞ୍ଜନ ମହାପାତ୍ରଙ୍କ ପତ୍ନୀ। ସେ ମିସେସ୍ ୟୁନିର୍ଭସ-୨୦୧୯ ପ୍ରତିଯୋଗିତାକୁ ଭାରତର ପ୍ରତିନିଧିତ୍ୱ କରିବେ। ମିସେସ୍‌ ୟୁନିଭର୍ସ ପ୍ରତିଯୋଗିତାର ବିଜୟିନୀଙ୍କୁ ବର୍ତ୍ତମାନର ମସେସ୍‌ ୟୁନିଭର୍ସ ଜୁଲିଆ ଗେରସନ୍‌ ମକୁଟ ପିନ୍ଧାଇବେ।

ଶ୍ରୀମତୀ ପଣ୍ଡା ଜଣେ ସଫ୍ଟୱେୟାର ଇଞ୍ଜିନିୟର ଓ ସେ ମିସେସ୍ ଇଣ୍ଡିଆ ଗାଲେକ୍ସ-୨୦୧୮ ଓ ମିସେସ୍ ସୋଶାଲ ଆଇକନ୍-୨୦୧୮ରେ ବିଜୟୀ ହୋଇଥିଲେ। ଆଗାମୀ ଦିନରେ ସେ ମାନିବକ ଅଧିକାର ଏବଂ ଗରିବୀ ସୀମାରେଖା ତଳେ ଥିବା ବର୍ଗଙ୍କ ମୌଳିକ ଆବଶ୍ୟକତା ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି।



from Odisha Reporter https://ift.tt/2OHd2S3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages