‘ଅନୁକମ୍ପାମୂଳକ ଭୋଟ୍ ପାଇଁ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବେଳେ ଅଣ୍ଡାମାଡ଼ ନାଟକ କରିପାରେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

‘ଅନୁକମ୍ପାମୂଳକ ଭୋଟ୍ ପାଇଁ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବେଳେ ଅଣ୍ଡାମାଡ଼ ନାଟକ କରିପାରେ’

baijayant1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାରେ ବିଜେଡି ଅଣ୍ଡାମାଡ଼ ଷ୍ଟ୍ରାଟେଜି ଆପଣାଇବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଏଥିପାଇଁ ବିଜେପି କର୍ମୀମାନଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେବା ସହ ସେମାନେ ଯେମିତି ଅଯଥାରେ ନିନ୍ଦିତ ନହୁଅନ୍ତି, ସେଥିପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ବୈଜୟନ୍ତ।

ସେ ଟ୍ୱିଟ୍ କରି କହିଛନ୍ତି ଯେ, ଅନୁକମ୍ପାମୂଳକ ଭୋଟ୍ ହାତେଇବା ପାଇଁ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବେଳେ ଅଣ୍ଡାମାଡ଼ ନାଟକ କରାଯାଇପାରେ। ଏନେଇ ଗୁଜବ ଶୁଣିବାକୁ ମିଳୁଛି।

ବୈଜୟନ୍ତ ଆହୁରି ଲେଖିଛନ୍ତି ଯେ, ସେ ନିଜେ ଅଣ୍ଡା ଓ ପଥର ମାଡ଼ର ଶିକାର ହୋଇଥିଲେ। ସେ ସବୁବେଳେ ଏଭଳି ଘଟଣାକୁ ବିରୋଧ କରିଆସିଛନ୍ତି।



from Odisha Reporter http://bit.ly/2V1l4M3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages