ବିଜେଡିରୁ ଇସ୍ତଫା ଦେଲେ ପ୍ରବୀଣ ଭଞ୍ଜଦେଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ବିଜେଡିରୁ ଇସ୍ତଫା ଦେଲେ ପ୍ରବୀଣ ଭଞ୍ଜଦେଓ

bhanja

ବାରିପଦା (ମାଣିକ ଲାଲ ପାଣି): ଗତକାଲି ଉତ୍ତର ଓଡ଼ିଶାର ଟାଣୁଆ ନେତା ରଘୁନାଥ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ଆଜି ଏ ଅଞ୍ଚଳର ଆଉ ଜଣେ ନେତା ବିଜେଡି ଛାଡ଼ିଛନ୍ତି। ସେ ହେଉଛନ୍ତି ମୋରଡ଼ା ବିଧାୟକ ପ୍ରବୀଣଚନ୍ଦ୍ର ଭଞ୍ଜଦେଓ। ସେ ମୟୂରଭଞ୍ଜ ଜିଲ୍ଲା ବିଜେଡିର ସଭାପତି ମଧ୍ୟ ଥିଲେ।

ପ୍ରବୀଣ ଭଞ୍ଜଦେଓ ଦଳର ପ୍ରାଥମିକ ସଦସ୍ୟତା ସହିତ ଜିଲ୍ଲା ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ତେବେ ସେ ଏଥିରେ ତାଙ୍କ ଇସ୍ତଫାର କାରଣ ସଂପର୍କରେ କିଛି ଉଲ୍ଲେଖ କରି ନାହାନ୍ତି। ସେ କେଉଁ ଦଳକୁ ଯିବେ, ସେ ନେଇ କିଛି ସ୍ପଷ୍ଟ ହୋଇନି।

 

 



from Odisha Reporter https://ift.tt/2TMNaVG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages