ବିଜେଡିରେ ବିଷମ ସ୍ଥିତି; ଟିକେଟ କଟିଲେ ବିରୋଧ, ମିଳିଲେ ବି ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ବିଜେଡିରେ ବିଷମ ସ୍ଥିତି; ଟିକେଟ କଟିଲେ ବିରୋଧ, ମିଳିଲେ ବି ବିରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଜାରି ରହିଛି। କେତେବେଳେ ଟିକେଟ ପାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ହୋହଲ୍ଲା ହେଉଛି ତ ଆଉ କେତେବେଳେ ଟିକେଟ୍ କଟିବାକୁ ନେଇ ଉଠୁଛୁ ପଡ଼ୁଛି ନବୀନ ନିବାସ ଆଗ।

ଆଜି ନବୀନ ନିବାସ ଆଗରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। କଟକ ସଦର ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ନାରାବାଜି କରିଛନ୍ତି ବିଜେଡି କର୍ମୀ। ଏପରକି କଟକ ସଦର ଅଞ୍ଚଳରେ ଥିବା ପଞ୍ଚାୟତ ପ୍ରତିନିଧିମାନେ ନଜ ପଦରୁ ଇସ୍ତଫା ଦେଇଛନ୍ତି।
ଅନ୍ୟପକ୍ଷେ, ଜୟଦେବ ଆସନରୁ ଟିକେଟ କଟିବା ପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ନବୀନ ବାବୁ ନିଷ୍ପତ୍ତିର ପୁନର୍ବିଚାର ଦାବିରେ ଶଶିଙ୍କ ସମର୍ଥକମାନେ ନିବାସ ଆଗରେ ହୋହଲ୍ଲା କରିଛନ୍ତି।



from Odisha Reporter https://ift.tt/2FMs7gV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages