ପୁରୁଷ ଦିନିକିଆରେ ପ୍ରଥମ ମହିଳା ଅମ୍ପାୟାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ପୁରୁଷ ଦିନିକିଆରେ ପ୍ରଥମ ମହିଳା ଅମ୍ପାୟାର

ଦୁବାଇ: କ୍ରିକେଟ୍‌ ଇତିହାସରେ ଏକ ନୂଆ ଅଧାୟକ ଯୋଡ଼ି ହୋଇଯାଇଛି। ପ୍ରଥମଥର ପାଇଁ ପୁରୁଷ କ୍ରିକେଟ୍‌ ଦିନିକିଆ ମ୍ୟାଚ୍‌ରେ ଜଣେ ମହିଳା ଅମ୍ପାୟାରଙ୍କୁ ଆଇସିସି ତାଲିକାରେ ସ୍ଥାନ ଦେଇଛି। ତାଙ୍କ ନାଁ କ୍ଲେୟାର ପୋଲୋସାକ । ଏହି ୩୧ ବର୍ଷୀୟ ଅଷ୍ଟ୍ରେଲିଆ ମହିଳା ୱାଲର୍ଡ କ୍ରିକେଟ୍‌ ଲିଗ୍‌ ଡିଭିଜନ୍‌ ୨ର ଫାଇନାଲ୍‌ ମ୍ୟାଚ୍‌ରେ ଅମ୍ପାୟାରିଂ କରିବେ। ଏହି ମ୍ୟାଚ୍‌ଟି ଓମାନ ଓ ନାମ୍ବିଆ ମଧ୍ୟରେ ଖେଳାଯିବ।
୨୦୧୭ରେ କ୍ଳେୟର ପୋଲୋସାକ ଅଷ୍ଟ୍ରେଲିଆର ଡୋମେଷ୍ଟିକ୍‌ ମ୍ୟାଚ୍‌(ପୁରୁଷ)ରେ ଅମ୍ପାୟାରିଂ କରିଥିଲେ। ପୋଲୋସାକ ଏଯାଏ ୧୫ଟି ମହିଳା ଦିନିକିଆରେ ଅମ୍ପାୟାରିଂ କରିଛନ୍ତି। ୨୦୧୮ ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ୍‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା। ଏଥିରେ ପୋଲୋସାକ ଅମ୍ପାୟାରିଂ କରିଥିଲେ।



from Odisha Reporter http://bit.ly/2UMximt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages