୧୨ ଏପ୍ରିଲ, ଶୁକ୍ରବାର: କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

୧୨ ଏପ୍ରିଲ, ଶୁକ୍ରବାର: କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି

ମେଷ: କାର୍ଯ୍ୟରେ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ବୃଷ: ଧନପ୍ରାପ୍ତି ଯୋଗ ରହିଛି। ସମାଜରେ ସମ୍ମାନ ଓ ପ୍ରତିଷ୍ଠା ମିଳିବ। ଆନନ୍ଦ-ପ୍ରମୋଦରେ ଆଜିର ଦିନଟି କଟିବ। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ: ସାଙ୍ଗସାଥୀ ଓ ବନ୍ଧୁ ପରିଜନଙ୍କ ସହ ଆଜିର ଦିନଟି ଖୁସିରେ କଟିବ। ଖର୍ଚ୍ଚ ବଢ଼ିବ। ପରିବାରରେ ଖୁସିରେ ବାତାବରଣ ରହିବ।

କର୍କଟ: କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଅସୁସ୍ଥ ଅନୁଭବ କରିବେ। ବାଦ-ବିବାଦ ଠାରୁ ଦୂରରେ ରୁହନ୍ତୁ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ସିଂହ: କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭ ଖବର ମିଳିପାରେ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।

କନ୍ୟା: ଆଜିର ଦିନଟି ବ୍ୟସ୍ତତା ଭିତରେ କଟିବ। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

ତୁଳା: ଦୃଢ଼ ଆତ୍ମବିଶ୍ୱାସ ଯୋଗୁ ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କଳା ଓ ଲେଖନୀରେ ରୁଚି ବଢ଼ିବ। ଆୟ ବଢ଼ିବ।

ବିଛା: ଆମୋଦ-ପ୍ରମୋଦରେ ଅଧିକ ଅର୍ଥ ବ୍ୟୟ ହେବ। ବିଦେଶରୁ ଖୁସି ଖବର ମିଳିବ। ନକାରାତ୍ମକ ଚିନ୍ତାଠାରୁ ଦୂରରେ ରୁହନ୍ତୁ।

ଧନୁ: କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ମନ ପ୍ରସନ୍ନ ରହିବ। ଗାଡ଼ି ଚଳାଇଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟ କ୍ଷେତ୍ରରେ ସମ୍ମାନ-ପ୍ରତିଷ୍ଠା ମିଳିବ।

କୁମ୍ଭ: ଅସୁସ୍ଥ ଅନୁଭବ କରିବେ। କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ମୀନ: ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ। ଧନଲାଭ ଯୋଗ ରହିଛି। କୌଣସି କାର୍ଯ୍ୟକୁ ନେଇ ଆଜି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।



from Odisha Reporter http://bit.ly/2uZjHhl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages