
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ୪୦ ଡିଗ୍ରୀ ପାର ହେଲାଣି। ଦିନ ୯ଟା ବେଳକୁ ଖରା ଚାଇଁ ଚାଇଁ ଲାଗୁଛି। ରାସ୍ତା ଘାଟ ଶୂନ୍ଶାନ୍ ହୋଇଯାଉଛି। ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଆଗୁଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି।
ଏପ୍ରିଲ୍ ୧୮ ତାରିଖଠାରୁ ରାଜ୍ୟ ସରକାର ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଆଜି ଏହି ସୂଚନା ଦେଇଛନ୍ତି।
from Odisha Reporter http://bit.ly/2VRscag
No comments:
Post a Comment