
ନୂଆଦିଲ୍ଲୀ: ୬ ଲକ୍ଷ କୋଟି ଟଙ୍କାର ଲୁହାପଥର ଖଣି ଦୁର୍ନୀତି ମାମଲାରେ ଓଡ଼ିଶା ସମେତ କର୍ଣ୍ଣାଟକ ଓ ଝାଡ଼ଖଣ୍ଡକୁ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି। ୩ ରାଜ୍ୟ ସମେତ କେନ୍ଦ୍ର ସରକାର ଓ ସିବିଆଇକୁ ମଧ୍ୟ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ।
କିଛି ରାଜ୍ୟରେ ବେଆଇନ ଖଣି ଆବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଆବେଦନ ହୋଇଥିଲା। ମାମଲାର ଶୁଣାଣି କରି କୋର୍ଟ ପି.ଏସ୍. ନରସିଂହଙ୍କୁ ଆମିକସକ୍ୟୁରି ଭାବେ ନିଯୁକ୍ତି କରିଛନ୍ତି। ସେ ତଦନ୍ତରେ ସହଯୋଗ କରିବେ।
from Odisha Reporter http://bit.ly/2vfF5zf
No comments:
Post a Comment