ନୂଆ ଭୋଟରଙ୍କ ମୁଡ଼ :  ‘ନିଜ ନେତା ନିଜେ ବାଛିବୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ନୂଆ ଭୋଟରଙ୍କ ମୁଡ଼ :  ‘ନିଜ ନେତା ନିଜେ ବାଛିବୁ’

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):   ଏଥର ଆମ ନେତା, ଆମେ ବାଛିବୁ। ଦେଶର ଭବିଷ୍ୟତ ସୁରକ୍ଷିତ ରଖିବୁ। ଏଥିନିମନ୍ତେ ଖରାକୁ ଖାତିର ନ କରି କେନ୍ଦୁଝରର ଏକ ମତଦାନ କେନ୍ଦ୍ରରେ ନୂଆ ଭୋଟରମାନେ ଲାଇନରେ ଛିଡ଼ା ହୋଇଥିଲେ। ପ୍ରଥମ ଥର ଲାଗି ଭୋଟ ଦେବାକୁ ସେମାନଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦିପନା ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା।

ପ୍ରଥମ ଥର ଦୁନିଆର ସର୍ବବୃହf ଗଣତନ୍ତ୍ରର ନିର୍ବଚନୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିଥିବାରୁ ନିଜକୁ ସୌଭାଗ୍ୟଶାଳୀ ମଧ୍ୟ ଭାବୁଥିଲେ।  ନିଜ ହିସାବରେ ଭୋଟଦାନ କରୁଥିବାରୁ ସେମାନେ ବହୁ ଉତ୍ସାହିତ ଅଛନ୍ତି। ମତ ସାବ୍ୟସ୍ତ କରି ସେମାନେ ନିଜ ଖୁସି ବ୍ୟକ୍ତ କରିଛନ୍ତି। ଏହାବ୍ୟତୀତ ଗଣତନ୍ତ୍ରର ମହାପର୍ବ ଭୋଟଦାନରୁ ନିଜକୁ ବଞ୍ଚିତ ନ କରିବାକୁ ଓ ବହୁ ସଂଖ୍ୟାରେ ଏଥିରେ ସାମିଲ ହେବାକୁ ଅନ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି।



from Odisha Reporter http://bit.ly/2DudzCt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages