‘ଫୋନି’ ପାଇଁ ହାଇଆଲର୍ଟରେ ଭାରତୀୟ ନୌସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

‘ଫୋନି’ ପାଇଁ ହାଇଆଲର୍ଟରେ ଭାରତୀୟ ନୌସେନା

ନୂଆଦିଲ୍ଲୀ: ସମ୍ଭାବ୍ୟ ବାତ୍ୟା ‘ଫୋନି’କୁ ନେଇ ଭାରତୀୟ ନୌସେନା ହାଇଆଲର୍ଟରେ ରହିଛି। ବିଶାଖାପଟନମ ଓ ଚେନ୍ନାଇରେ ନୌସେନାର ଜାହାଜକୁ ସଜାଗ ରଖାଯାଇଛି। ଦରକାର ପଡ଼ିଲେ ଲୋକଙ୍କୁ ସହଯୋଗ କରିବାକୁ ନୌସେନା ଟିମ୍‌ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିବ। ଏଥିସହ ନୌସେନା ହ୍ୟୁମାନିଟାରିଆନ୍‌ ଏଡ୍‌ ଡିସ୍‌ଟ୍ରେସ୍‌ ରିଲିଫ୍‌(ଏଚ୍‌ଏଡିଆର୍‌), ସ୍ଥାନାନ୍ତର ଓ ଔଷଧ ବିତରଣ ସହ ଲଜିଷ୍ଟିକ୍‌ ସହଯୋଗ ପାଇଁ ପ୍ରସ୍ତୁତ ରହିଛି। ସେହିପରି ତଟରକ୍ଷୀ ବାହିନୀକୁ ମଧ୍ୟ ଆଲର୍ଟ କରାଯାଇଛି।

ଏନ୍‌ଡିଆରଏଫ୍‌ ଟିମ୍‌ ମଧ୍ୟ ପୂରା ପ୍ରସ୍ତୁତ ରହିଛି। ଏନ୍‌ଡିଆରଏଫ୍‌ର ୧୫ଟି ଟିମ୍‌ ଓ ୩୪ଟି ଫାୟାର ସର୍ଭିସ ବୋଟ୍‌ ରେସକ୍ୟୁ ଟିମ୍‌ ଓ ରାସ୍ତାରେ ଗଛ ପଡ଼ିଲେ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଟ୍ରାଫିକ୍‌ ଜାମ ହେଲେ ଏହାକୁ ସଫା କରିବା ୧୧୬ଟି ଟିମ୍‌ ମଧ୍ୟ ସଜାଗ ରହିଛନ୍ତି।



from Odisha Reporter http://bit.ly/2GKjsfD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages