ଚାଷ ଜମିରୁ ମିଳିଲା ପେଟି ପେଟି ମଦ: ୩ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଚାଷ ଜମିରୁ ମିଳିଲା ପେଟି ପେଟି ମଦ: ୩ ଗିରଫ

puri

ପୁରୀ(ମଧୁସୂଦନ ମିଶ୍ର): ଚାଷଜମିରୁ ବାହାରିଲା ପେଟି ପେଟି ମଦ। ପୁରୀ ଜିଲ୍ଲାରେ କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି  ଅବକାରୀ ବିଭାଗ ବିପୁଳ ପରିମାଣର ମଦ ଜବତ କରିଛି। ମୁଖ୍ୟତଃ ପଥରଗଞ୍ଜ, ବାଲିପାଟପୁର, ପାଇକ ସାହି ଓ ମାଲୁଦ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା। ତେବେ ଚାଷ ଜମିରେ ପେଟି ପେଟି ବିଦେଶୀ ମଦ ଓ ଦେଶୀ ମଦ ଲୁଚାଇ ରଖାଯାଇଥିଲା।

ସୂଚନା ଅନୁସାରେ ଗତକାଲି ପଥରଗଞ୍ଜ, ବାଲିପାଟପୁର ଓ ପାଇକ ସାହିରେ ବେଆଇନ ମଦ ବିକ୍ରି ହେଉଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲା। ଏହାପରେ ଏକ ସ୍ୱତନ୍ତ୍ର ଟିମ୍ ଚଢଉ କରି ମଦକୁ ଜବତ କରିଥିଲା। ଏହି ଘଟଣାରେ ଅବକାରୀ ବିଭାଗ ତିନି ଜଣଙ୍କୁ ଗିରଫ କରିଛି। ଏଥିସହ ଜଣେ ଫେରାର୍‌ ହୋଇଯାଇଛନ୍ତି।

ସେହିପରି ପୁରୀ ସି-ବିଚ୍‌ ଥାନା ଅନ୍ତର୍ଗତ ବାଲିନୋଡ଼ିଆ ସାହିରୁ ୧୧୦ ଲିଟର ବେଆଇନ ମଦ ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି।



from Odisha Reporter http://bit.ly/2IzTMFI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages