ସପ୍ତାହକ ପରେ ପୁଣି ଥରିଲା ଆଣ୍ଡାମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ସପ୍ତାହକ ପରେ ପୁଣି ଥରିଲା ଆଣ୍ଡାମାନ

ନୂଆଦିଲ୍ଲୀ: ୭ ଦିନ ପରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭୂମିକମ୍ପ ହୋଇଛି। ସକାଳ ୭ଟା ୨୪ ମିନିଟରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ଭୂମିକମ୍ପର ତୀବ୍ରତା ୫.୦ ଥିବା ଜଣାପଡ଼ିଛି। ତେବେ ଏଥିରେ କୌଣସି କ୍ଷୟ କ୍ଷତି ହୋଇନଥିବା ସୂଚନା ରହିଛି।

ଏହା ପୂର୍ବରୁ ଏପ୍ରିଲ ୧ ତାରିଖରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ୨ ଘଣ୍ଟା ମଧ୍ୟରେ ୯ଥର ଭୂମିକମ୍ପ ହୋଇଥିଲା । ୪.୭ରୁ ୫.୨ ମଧ୍ୟରେ ଭୂମିକମ୍ପର ତୀବ୍ରତା ଥିଲା ।



from Odisha Reporter http://bit.ly/2G6GFtg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages