ବାଇକ୍-ଆମ୍ବୁଲାନ୍ସ ଧକ୍କା: ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ବାଇକ୍-ଆମ୍ବୁଲାନ୍ସ ଧକ୍କା: ୨ ମୃତ

deadabody

ବାରିପଦା (ମାଣିକଲାଲ ପାଣି): ବାଇକ୍ ଓ ଘରୋଇ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବାରିପଦା-ଉଦଳା ରାସ୍ତାର କରଞ୍ଜିଆ ଛକରେ ଏହି ଦୁର୍ଘଟଣା ଘଟିଛି।

ମୃତକମାନେ ହେଲେ ହୃଷିକେଶ ସରଘରିଆ (୪୫) ଓ ବିଶିକେସନ ପୃଷ୍ଟି। ଉଭୟଙ୍କ ଘର ବଡ଼ସାହି ଥାନା ଅନ୍ତର୍ଗତ ଉଠାଣିନୂଆଗାଁରେ।

ଉଭୟ ହୃଷିକେଶ ଓ ବିଶିକେସନ ବାରିପଦା ସହରରେ ଏକ ଲୁଗା ଦୋକାନରେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ଉଭୟେ ବାଇକ୍‌ ଯୋଗେ ଦୋକାନରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଲୋକେ ଧରି ପୁଲିସ୍ ଜିମା ଦେଇଥିଲେ।



from Odisha Reporter https://ift.tt/2YMZ7P8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages