ଭବିଷ୍ୟବାଣୀ କଲେ ତାରା: କଂଗ୍ରେସ ଅଧାରୁ ଅଧିକ ସିଟ୍‌ ପାଇବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ଭବିଷ୍ୟବାଣୀ କଲେ ତାରା: କଂଗ୍ରେସ ଅଧାରୁ ଅଧିକ ସିଟ୍‌ ପାଇବ

tara

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସୁଦ୍ଧା ଶେଷ ହୋଇଥିବା ନିର୍ବାଚନରେ କଂଗ୍ରେସ ଅଧାରୁ ଅଧିକ ସିଟ୍ ହାତେଇବ। କଂଗ୍ରେସ ପକ୍ଷରୁ କରାଯାଇଥିବା ଅନ୍ତରୀଣ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ଏପରି ଭବିଷ୍ୟବାଣୀ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି।

ସେ କହିଛନ୍ତି-“ଏଥର ନିର୍ବାଚନରେ ରାଜ୍ୟରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ପାଇବ ନାହିଁ। କେହି ଏକୁଟିଆ ସରକାର କରି ପାରିବେ ନାହିଁ। ରାଜ୍ୟରେ ବିଜେପି ଓ ବିଜେଡି ମିଶି ସରକାର ଗଢ଼ିବେ। କାରଣ ପୂର୍ବରୁ ୯ ବର୍ଷ ଏମାନେ ଏକାଠି ସରକାର କରିଥିଲେ।”

ତେବେ ଅନ୍ୟ ଦଳ ଅପେକ୍ଷା କଂଗ୍ରେସର ପ୍ରଚାର ପ୍ରସାର କମିଛି। ନିର୍ବାଚନୀ ମାହୋଲ ବନାଇବାରେ କଂଗ୍ରେସ ପଛରେ ରହିଥିବା ତାରା ସ୍ୱୀକାର କରିଛନ୍ତି। ତେବେ କାହିଁକି କଂଗ୍ରେସ ପଛରେ ରହିଲା ତା’ର ଉତ୍ତର ପିସିସି ସଭାପତି ଦେବେ ବୋଲି ତାରା କହିଛନ୍ତି।



from Odisha Reporter http://bit.ly/2IsZ3Pr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages