ଦୁଇ ଭାଇଙ୍କୁ ହାଣିଲା ପଡ଼ୋଶୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ଦୁଇ ଭାଇଙ୍କୁ ହାଣିଲା ପଡ଼ୋଶୀ

attack

ଜଳେଶ୍ୱର(ଅଜିତ୍‌ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ର କଚୁଆପଡ଼ା ଗାଁରେ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଟିଏ ପରିବାରର ଦୁଇ ଭାଇଙ୍କୁ କୋଦାଳରେ ଆକ୍ରମଣ କରିଛି ପଡ଼ୋଶୀ। ଆହତ ଦୁଇ ଭାଇ ହେଲେ ଶ୍ରୀକାନ୍ତ ରଣା ଓ ପ୍ରଶାନ୍ତ ରଣା। ସେମାନଙ୍କୁ  ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ପଡ଼ୋଶୀ ପ୍ରଶାନ୍ତ ବେହେରା ଫେରାର୍ ହୋଇଯାଇଛନ୍ତି। ବାଲିଆପାଳ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଜମିଜମାକୁ ନେଇ ଦୁଇ ଭାଇଙ୍କର ପଡ଼ୋଶୀଙ୍କ ସହ ଗଣ୍ଡଗୋଳ ହୋଇଥିଲା।



from Odisha Reporter http://bit.ly/2GE3nIo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages