‘ଚୌକିଦାର ଚୋର ହୈ’ ନାରା ଥିବା ବିଜ୍ଞାପନ ଉପରେ ରୋକ ଲଗାଇଲେ ନିର୍ବାଚନ କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

‘ଚୌକିଦାର ଚୋର ହୈ’ ନାରା ଥିବା ବିଜ୍ଞାପନ ଉପରେ ରୋକ ଲଗାଇଲେ ନିର୍ବାଚନ କମିଶନ

election-commission-of-indi
ନୂଆଦିଲ୍ଲୀ: କଂଗ୍ରେସର ‘ଚୌକିଦାର ଚୋର ହୈ’ ବିଜ୍ଞାପନକୁ ନିର୍ବାଚନ କମିଶନ ଆଜି ବ୍ୟାନ କରିଦେଇଛନ୍ତି। ବିଜେପି ବିରୋଧରେ ପ୍ରଚାର ପାଇଁ କଂଗ୍ରେସ ମଧ୍ୟପ୍ରଦେଶରେ ଟିଭି, ସୋଶାଲ ମିଡିଆ ଓ ଖବରକାଗଜରେ ଏଭଳି ନାରା ଥିବା ବିଜ୍ଞାପନ ପ୍ରକାଶ କରୁଥିଲା। ତେବେ ଏହି ସମସ୍ତ ବିଜ୍ଞାପନର ମିଡିଆ ସାର୍ଟିଫିକେଟକୁ ବାତିଲ କରିଛନ୍ତି ମଧ୍ୟ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ।
 
ପୂର୍ବରୁ ବିଜେପି ମଧ୍ୟପ୍ରଦେଶ ମୁଖ୍ୟ ନିର୍ବାଚନ ଅଫିସରଙ୍କ ନିକଟରେ କଂଗ୍ରେସର ଏହି ବିଜ୍ଞାପନ ଉପରେ ରୋକ ଲଗାଇବା ପାଇଁ ଦାବି କରିଥିଲା। ବିଜେପି ଦର୍ଶାଇଥିଲା ଯେ ଯୁଦ୍ଧ ବିମାନ ରାଫେଲ କିଣାରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ମିଛ ପ୍ରଚାର କରୁଛି ଯାହାକି ନିର୍ବାଚନ ବେଳେ ଭୋଟରମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି।


from Odisha Reporter http://bit.ly/2V5X4qm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages