କଲୋନ୍ ବକ୍ସିଂ ୱାର୍ଲ୍ଡ କପ୍: ପଦକ ପକ୍କା କଲେ ପିଙ୍କି ଓ ସାକ୍ଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

କଲୋନ୍ ବକ୍ସିଂ ୱାର୍ଲ୍ଡ କପ୍: ପଦକ ପକ୍କା କଲେ ପିଙ୍କି ଓ ସାକ୍ଷୀ

କଲୋନ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ପିଙ୍କି ରାଣୀ (୫୧ କେଜି) ଓ ୟୁଥ୍ ୱାର୍ଲ୍ଡ ଚାମ୍ପିଅନ୍ ସାକ୍ଷୀ (୫୭ କେଜି) ଚଳିତ କଲୋନ୍ ବକ୍ସିଂ ୱାର୍ଲ୍ଡ କପ୍ ସେମିଫାଇନାଲରେ ପ୍ରବେଶ କରି ଭାରତ ପାଇଁ ଦୁଇ ପଦକ ପକ୍କା କରିଛନ୍ତି। ଇଣ୍ଡିଆ ଓପନ୍ ଗୋଲ୍ଡ ମେଡାଲିଷ୍ଟ ପିଙ୍କି କ୍ୱାର୍ଟରଫାଇନାଲରେ ଥାଇଲ୍ୟାଣ୍ଡର ଫୁନସାଙ୍ଗ୍ କାହିରାଚାୟାଙ୍କୁ ୫-୦ରେ ପରାସ୍ତ କରିଛନ୍ତି।

ସେହିପରି ୧୮ ବର୍ଷୀୟ ସାକ୍ଷୀ ଡେନମାର୍କର ସେସିଲେ କେଲିଙ୍କୁ ହରାଇ ଅନ୍ତିମ-୪ରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ଭାରତର ମୀନା କୁମାରୀ ମୈସନାମ ଓ ପି. ବସୁମାତାରୀ ଯଥାକ୍ରମେ ଫାଇନାଲ୍ ଓ ସେମିଫାଇନାଲରେ ପ୍ରବେଶ କରି ରୌପ୍ୟ ଓ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି।



from Odisha Reporter http://bit.ly/2VDIF1x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages