ଏଯାଏ ଜବତ ହେଲାଣି ୨,୬୨୬ କୋଟି: ନିର୍ବାଚନ କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଏଯାଏ ଜବତ ହେଲାଣି ୨,୬୨୬ କୋଟି: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଆଜି ସନ୍ଧ୍ୟା ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରୁ ନଗଦ ଓ ସାମଗ୍ରୀ ଆକାରରେ ମୋଟ ୨,୬୨୬ କୋଟି ଟଙ୍କା ଜବତ କରିଛନ୍ତି। ଏଥିରେ ନଗଦ ୬୦୭ କୋଟି ଟଙ୍କା ଥିବା ବେଳେ ୧୯୮ କୋଟି ଟଙ୍କା ମୂଲ୍ୟର ମଦ ରହିଛି। ସେହିପରି ଜବତ ହୋଇଥିବା ଡ୍ରଗ୍ସ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟର ମୂଲ୍ୟ ୧୦୯୧ କୋଟି। ଜବତ ମୂଲ୍ୟବାନ ଧାତୁର ମୂଲ୍ୟ ୪୮୬ କୋଟି ହୋଇଥିବା ବେଳେ ୪୮ କୋଟିର ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

ଏଗୁଡ଼ିକ ନିର୍ବାଚନ କମିଶନଙ୍କ ପକ୍ଷରୁ ନିୟୋଜିତ ଫ୍ଲାଇଂ ସ୍କ୍ୱାଡ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜବତ କରିଛି। ଏହି ଟଙ୍କା ଓ ଦ୍ରବ୍ୟଗୁଡ଼ିକୁ ଭୋଟ୍‌ ପାଇଁ ଲୋକଙ୍କୁ ବଣ୍ଟା ଯିବାକୁ ଅଣା ଯାଉଥିବା ଅନୁମାନ କରାଯାଉଛି ବୋଲି ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2UOeVSd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages