
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ନିଶା ମାଫିଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ପ୍ରତିଦିନ ସହରର କେଉଁଠୁ ନା କେଉଁଠୁ ବ୍ରାଉନ୍ ସୁଗର୍ ଜବତ କରାଯାଉଛି।
ଆଜି ଭୁବନେଶ୍ୱର ସ୍ଥିତ ହଳଦିପଡ଼ିଆ ବସ୍ତିରୁ ୨୦ଗ୍ରାମ୍ ବ୍ରାଉନ ସୁଗର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି।
ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଆଜି ହଳଦିପଡ଼ିଆ ବସ୍ତିରେ ଚଢ଼ାଉ କରି ଏହି ବ୍ରାଉନ୍ ସୁଗର୍ ଜବତ କରିଛି।
from Odisha Reporter http://bit.ly/2GqkQ86
No comments:
Post a Comment