ମୋଟର ଲଞ୍ଚ ସହ ପୁଲିଂ କର୍ମଚାରୀଙ୍କୁ ଅଟକ ରଖିଲେ ନକ୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ମୋଟର ଲଞ୍ଚ ସହ ପୁଲିଂ କର୍ମଚାରୀଙ୍କୁ ଅଟକ ରଖିଲେ ନକ୍ସଲ

maoist-12

ମାଲକାନଗିରି(ଜିତେନ୍ଦ୍ର ବେଉରା):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ନିର୍ବାଚନ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ନକ୍ସଲ ପ୍ରୟାସ କରିଛନ୍ତି। ଭୋଟ୍ ଗ୍ରହଣ ପୂର୍ବରୁ କର୍ମଚାରୀଙ୍କ ସହ ୪ଟି ମୋଟର ଲଞ୍ଚକୁ ନେଇ ଅଟକ ରଖିଥିଲେ ନକ୍ସଲ। ତେବେ ସେଥିରୁ ଗୋଟିଏ ଲଞ୍ଚକୁ ଫେରାଇଦେଇଥିବା ଜଣାପଡ଼ିଛି। ଏଥିସହ ଡ୍ରାଇଭର, ହେଲପର ଏବଂ ଖଲାସୀ ମଧ୍ୟ ଫେରିଛନ୍ତି। ଲଞ୍ଚରେ ଭୋଟ ବର୍ଜନ ସମ୍ପର୍କିତ ପୋଷ୍ଟର ଲାଗିଛି।

ସୂଚନା ଅନୁଯାୟୀ, ପଣସପୁଟରୁ ୨ଟି ଓ ସିନ୍ଧିପୁଟା ଘାଟରୁ ୨ଟି ମୋଟର ଲଞ୍ଚ ସହ ସେଥିରେ ଥିବା କର୍ମଚାରୀଙ୍କୁ ଅଟକ ରଖିଥିଲେ ନକ୍ସଲ। ନିର୍ବାଚନ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଉଦ୍ଦେଶ୍ୟରେ ନକ୍ସଲମାନେ ଏଭଳି କରିଥିବା ଜଣାପଡ଼ିଛି।



from Odisha Reporter http://bit.ly/2KqA6G6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages