
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୋଦି ସେନା କଳିଙ୍ଗ ବିଜୟ ଯାତ୍ରାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି,“ସାରା ଭାରତରେ ପ୍ରବାସୀ ଓଡ଼ିଆମାନେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଉ ବୋଲି ଚାହୁଁଛନ୍ତି। ରାଜ୍ୟରେ ମଧ୍ୟ ସରକାରର ପରିବର୍ତ୍ତନ ହେଉ ବୋଲି ସେମାନେ ଚାହୁଁଛନ୍ତି। ଏହି ସଂକଳ୍ପ ନେଇ ସେମାନେ ଓଡ଼ିଶା ଆସିଛନ୍ତି। ପ୍ରବାସୀ ଓଡ଼ିଆମାନେ ରାଜ୍ୟର ୩୦ଟି ଜିଲ୍ଲାରେ ବୁଲି ପ୍ରଚାର କରିବେ। ରାଜ୍ୟରେ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
from Odisha Reporter http://bit.ly/2D2dANI
No comments:
Post a Comment