ପୋଲିଂ ପାର୍ଟିର ବାଟ ଓଗାଳିଲା ନବ ନିର୍ମାଣ କୃଷକ ସଂଗଠନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ପୋଲିଂ ପାର୍ଟିର ବାଟ ଓଗାଳିଲା ନବ ନିର୍ମାଣ କୃଷକ ସଂଗଠନ !

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝରରେ ପୋଲିଂ ପାର୍ଟିକୁ ବିରୋଧ କଲା ନବ ନିର୍ମାଣ କୃଷକ ସଂଗଠନ। ବୁଥକୁ ଯିବା ପୂର୍ବରୁ ଚାଷୀ ସଂଗଠନ ପୋଲିଂ ପାର୍ଟିକୁ ବିରୋଧ କରି ଇଭିଏମ୍ ବିତରଣ କେନ୍ଦ୍ର ‌ଆଗରେ ଧାରଣା ଦେଇଥିଲା।

କୃଷକ ସଂଗଠନର ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ଆସି ଇଭିଏମ୍ ବିତରଣ କେନ୍ଦ୍ର କରାଯାଇଥିବା କେନ୍ଦୁଝରର ମାଇନିଂ ଇଂଜିନିୟରିଂ କଲେଜ ‌ଆଗରେ ଧାରଣାରେ ବସିଥିଲେ। ସରକାର ଚାଷୀଙ୍କୁ ସହରରେ ପୂରାଇ ଦେଉନଥିବାରୁ ପୋଲିଂ ପାର୍ଟିକୁ ଗାଁ ବୁଥରେ ପୂରାଇ ନଦେବା ଜିଦରେ ନବ ନିର୍ମାଣ କୃଷକ ସଂଗଠନ ଏହି ଆନ୍ଦୋଳନ କରିଥିଲେ। ପରେ ଘଠଣାସ୍ଥଳରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କୁ ଉଠାଇଥିଲା।

ସୂଚନା ମୁତାବକ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଚାଷୀ ଏହି ଆନ୍ଦୋଳନ ଚଳାଇଛନ୍ତି।



from Odisha Reporter http://bit.ly/2UN0IWx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages