ସେନା କ୍ୟାମ୍ପରେ ବିସ୍ଫୋରଣ, ୨ ଯବାନ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ସେନା କ୍ୟାମ୍ପରେ ବିସ୍ଫୋରଣ, ୨ ଯବାନ ଆହତ

ଶ୍ରୀନଗର: ଜମ୍ମୁ କଶ୍ନୀରର ହନ୍ଦୱାଡ଼ାରେ ଭାରତୀୟ ସେନା କ୍ଯାମ୍ପରେ ବିସ୍ଫୋରଣ ହୋଇଛି। ଏଥିରେ ୨ ଯବାନ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ଜଣାପଡ଼ିନଥିବା ବେଳେ ଦୁର୍ଘଟଣାବଶତଃ ହୋଇଥିବା ସୂଚନା ରହିଛି।

୧୫ ରାଷ୍ଟ୍ରୀୟ ରାଇଫଲ ଆର୍ମି କ୍ଯାମ୍ପରେ ଅପରାହ୍ନ ୧ଟାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।



from Odisha Reporter http://bit.ly/2Iebe1x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages