
ବାଲେଶ୍ୱର(ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ଆଇଟିଆଇ ଛକ ନିକଟରୁ ଏକ କାର୍ରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗର ମୋବାଇଲ୍ ସ୍କ୍ୱାଡ୍ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ବିଜୟ ନାଥ। ତାଙ୍କ ଘର ମିଞ୍ଜାପୁର ଗାଁରେ।
ବିଜୟ ନିଜ କାର୍ରେ ପୁରୁଣା ବାଲେଶ୍ୱରରୁ ଭଦ୍ରକ ଯାଉଥିବା ବେଳେ ମୋବାଇଲ୍ ସ୍କ୍ୱାଡ୍ ତାଙ୍କୁ ଧରିଥିଲା।
କାର୍ରୁ ୫୦୦ଶହ ଲିଟରରୁ ଊର୍ଦ୍ଧ୍ୱ ମଦ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି।
from Odisha Reporter http://bit.ly/2UTQZwS
No comments:
Post a Comment