ପ୍ରଥମ ଭାରତୀୟ ଭାବେ ଫିଫା ସଦସ୍ୟ ହେଲେ ପ୍ର‍ଫୁଲ୍ଲ ପଟେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ପ୍ରଥମ ଭାରତୀୟ ଭାବେ ଫିଫା ସଦସ୍ୟ ହେଲେ ପ୍ର‍ଫୁଲ୍ଲ ପଟେଲ

ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ୍)ର ସଭାପତି ପ୍ରଫୁଲ୍ଲ ପଟେଲ୍‌ ପ୍ରଥମ ଭାରତୀୟ ଭାବେ ଫିଫା ପରିଷଦର ସଦସ୍ୟ ହୋଇଛନ୍ତି। ଫିଫା ପରିଷଦରେ ସାମିଲ ହେବା ପାଇଁ ଭୋଟିଂ ହୋଇଥିଲା। ଏହି ଭୋଟିଂରେ ୪୬ଟି ଭୋଟରୁ ପ୍ରଫୁଲ୍ଲଙ୍କ ସପକ୍ଷରେ ୩୬ ଜଣ ମତ ଦେଇଥିଲେ। କ୍ୱାଲାଲମ୍ପପୁରଠାରେ ଆୟୋଜିତ ହୋଇଥିବା ୨୯ତମ ଏଏଫ୍‌ସି କଂଗ୍ରେସ ଠାରେ ଏହି ଭୋଟିଂ ହୋଇଥିଲା।

ଏହି ସଦସ୍ୟତା ଦୌଡ଼ରେ ପ୍ରଫୁଲ୍ଲଙ୍କ ସମେତ ୮ ଜଣ ବ୍ୟକ୍ତି ରହିଥିଲେ। ପ୍ରଫୁଲ ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଉକ୍ତ ପଦବୀରେ ରହିବେ। ଏଫ୍‌ସିରୁ ସମୁଦାୟ ୫ ଜଣ ସଦସ୍ୟ ଫିଫା ପରିଷଦକୁ ନିର୍ବାଚିତ ହୋଇଛନ୍ତି



from Odisha Reporter http://bit.ly/2uLJgCy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages