ପରସ୍ପରକୁ କୁଣ୍ଢାଇ ଧରି କାନ୍ଦିଲେ ସାଧ୍ୱୀ ପ୍ରଜ୍ଞା ଓ ଉମା ଭାରତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ପରସ୍ପରକୁ କୁଣ୍ଢାଇ ଧରି କାନ୍ଦିଲେ ସାଧ୍ୱୀ ପ୍ରଜ୍ଞା ଓ ଉମା ଭାରତୀ

ଭୋପାଲ୍‌: ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ତଥା ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଓ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ମଧ୍ୟରେ ଘଟିଥିବା ଏକ ଘଟଣା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭୋପାଲରୁ ପ୍ରାର୍ଥୀ ହୋଇଥିବା ସାଧ୍ୱୀ ଆଜି ପ୍ରଚାର ସମୟରେ ଉମା ଭାରତୀଙ୍କୁ ଭେଟିଥିଲେ। ଏହି ସମୟରେ ଉମା ଭାରତୀ ତାଙ୍କୁ କୁଣ୍ଢାଇ ଧରିବା ପରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ଉଭୟ ଦୀର୍ଘ ସମୟ ପରସ୍ପରକୁ କୁଣ୍ଢାଇ କାନ୍ଦିବା ଆରମ୍ଭ କରିଥିଲେ। ସାଧ୍ୱୀଙ୍କ କାନ୍ଦ ଦେଖି ଉମା ଭାରତୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।

ଶେଷରେ ଉମା ଭାରତୀ ସାଧ୍ୱୀ ପ୍ରଜ୍ଞାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ।

ଦେଖନ୍ତୁ ଭିଡିଓ:



from Odisha Reporter http://bit.ly/2PG7lo0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages