ସମ୍ବଲପୁର ସଭାରେ ମୋଦି କହିଲେ ଏମିତି କିଛି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ସମ୍ବଲପୁର ସଭାରେ ମୋଦି କହିଲେ ଏମିତି କିଛି କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପଶ୍ଚିମ ଓଡ଼ିଶାରେ ହେବାକୁ ଥିବା ବେଳେ ବିଜେପି, ବିଜେଡି ଆଉ କଂଗ୍ରେସ ସମାନ୍ତରାଳ ଭାବେ ଚଳାଇଛନ୍ତି ନିର୍ବାଚନ ପ୍ରଚାର। ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ପ୍ରଚାର ଚଳାଇଥିବା ବେଳେ ଆଜି ମୋଦି ସମ୍ବଲପୁରରେ ପହଞ୍ଚି ଜନତାଙ୍କୁ ଭୋଟଭିକ୍ଷା କରିଛନ୍ତି। ଆଉ କହିଛନ୍ତି ଏମିତି କିଛି କଥା ଯାହା ଆମେ ଆପଣଙ୍କୁ ଚୁମ୍ବକ୍‌ରେ ଜଣାଇବାକୁ ଯାଉଛୁ।

  •  ଚାଉଳ ଗୁମର ଖୋଲିଲେ ମୋଦି। କହିଲେ, କେନ୍ଦ୍ର ୩୦ଟଙ୍କା ଦେଲେ ରାଜ୍ୟ ଦେଉଛି ୨ଟଙ୍କା।
  • ୨୦୨୨ ସୁଦ୍ଧା ଓଡ଼ିଶାର ସବୁ ଗରିବଙ୍କୁ ମିଳିବ ପକ୍କା ଘର। ଉଜ୍ଜ୍ୱଳା ଗ୍ୟାସ୍‌ରେ ରୋଷେଇ ଆଉ ସୌଭାଗ୍ୟ ଯୋଜନାରେ ଘରେ ଜଳିବ ବିଜୁଳି ଆଲୁଅ।
  • ଓଡ଼ିଶାରେ ବିଜେପି ସରକାର ହେଲେ ଆୟୁଷ୍ମାନ ଭାରତ ଲାଗୁ ହେବ। ଯାହାକୁ ରାଜ୍ୟ ସରକାର ଏବେ ଜାଣିଶୁଣି ଲାଗୁ କରୁନାହାନ୍ତି।
  • ରାଜ୍ୟ ସରକାରଙ୍କୁ ଟାର୍ଗେଟ, କହିଲେ, ଯାହାର ପିସିରେ ମନ, ତାଙ୍କର ଆପଣଙ୍କ କଥା ମନେପଡ଼ିବ କେମିତି?
  • ମୋ ଭ୍ରଷ୍ଟାଚାର ବିରୋଧୀ ନୀତି ଦେଖି ମତେ ତଡ଼ିବାକୁ ବସିଛନ୍ତି। ହେଲେ ଆପଣ ଚାହିଁଲେ ପୁଣି ପଦ୍ମ ଫୁଟିବ।
  • ମୋଦି ସରକାର ଆସିଲେ ଚାଷୀଙ୍କ ଖାତାକୁ ସିଧା ଟଙ୍କା ଯିବ। କୌଣସି ଦଲାଲ ଚାଷୀଙ୍କ ଟଙ୍କାରେ ହାତ ମାରିପାରିବ ନାହିଁ।


from Odisha Reporter http://bit.ly/2UFxIQr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages