ପ୍ରାର୍ଥୀ ଘୋଷଣା କଲା ବିଜେପି: ଜଗତସିଂହପୁର ଲୋକସଭା ପ୍ରାର୍ଥୀ ହେଲେ ବିଭୁ ତରାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ପ୍ରାର୍ଥୀ ଘୋଷଣା କଲା ବିଜେପି: ଜଗତସିଂହପୁର ଲୋକସଭା ପ୍ରାର୍ଥୀ ହେଲେ ବିଭୁ ତରାଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାକି ଥିବା ଆସନ ପାଇଁ ବିଜେପି ଆଜି ତା’ର ପ୍ରାର୍ଥୀ ଘୋଷଣା କରିଛି। ଗୋଟିଏ ଲୋକସଭା ଓ ୨ଟି ବିଧାନ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଜଗତସିଂହପୁର ଲୋକସଭା ପାଇଁ ବିଭୁ ତରାଇଙ୍କ ନାମ ଘୋଷଣା କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ  ସୁନାକର ବେହେରା ଓ କାକଟପୁର ବିଧାନସଭା ପାଇଁ ରବି ମଲ୍ଲିକଙ୍କ ନାମ ଘୋଷଣା କରାଯାଇଛି।

କିଛି ଦିନ ତଳେ ବିଭୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ବିଭୁ ଜଗତସିଂହପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲା ବେଳେ ତାଙ୍କୁ ତିର୍ତ୍ତୋଲ ବିଧାନସଭା ପାଇଁ  ପ୍ରାର୍ଥୀ କରାଯାଇଥିଲା। ଜଗତସିଂହପୁର ଲୋକସଭା ଆସନରୁ ଟିକେଟ୍ ନମିଳିବାରୁ ବିଭୁ ତରାଇ ଅସନ୍ତୁଷ୍ଟ ଥିଲେ । ସେହିପରି ରବି ମଲ୍ଲିକ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ।



from Odisha Reporter http://bit.ly/2FVqP3l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages