
ଚେନ୍ନାଇ: ବିଜେପିର ଦକ୍ଷିଣ ଦଖଲ ଅଭିଯାନକୁ ଝଟ୍କା ଲାଗିବାକୁ ଯାଉଛି। ପ୍ରାଥମିକ ଗଣତି ଅନୁଯାୟୀ, ତାମିଲନାଡୁରେ ବିଜେପି ଓ ଶାସକ ଏଆଇଏଡିଏମକେ ଯଥେଷ୍ଟ ପଛରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଗଣତିର ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସ ଓ ଡିଏମକେ ୨୯ଟି ଲୋକସଭା ଆସନରେ ଉଭୟ ବିଜେପି ଏବଂ ଏଆଇଏଡିଏମକେଠାରୁ ପଛରେ ରହିଛନ୍ତି। ତାମିଲନାଡୁର ଲୋକସଭା ଆସନ ସଂଖ୍ୟା ୩୯। ୨୦୧୪ରେ ଏଆଇଏଡିଏମକେ ଏକାକୀ ୩୭ଟି ଆସନରେ ଜିତିଥିଲା।
from Odisha Reporter https://odishareporter.in/nation/dmk-leading-in-29-constituencies-in-tamil-nadu-384298
No comments:
Post a Comment