ଜାଲରେ ପଡ଼ିଲା ୧୨ ଫୁଟ୍‌ର ଅଜଗର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଜାଲରେ ପଡ଼ିଲା ୧୨ ଫୁଟ୍‌ର ଅଜଗର

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ବ୍ଲକ୍‌ ରାନ୍ଧିଆ ଅଞ୍ଚଳରୁ ୧୨ଫୁଟର ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟି ଗାଁର ରାଧାନାଥ ସ୍ୱାଇଁଙ୍କ ବାଡ଼ିରେ ଥିବା ଏକ ଜାଲରେ ଫଶି ଯାଇଥିଲା। ସାପଟିକୁ ଦେଖି ଗାଁ ଲୋକେ ଭଦ୍ରକ ବନ ବିଭାଗକୁ ଖବର ଦେଇଥିଲେ।

ସ୍ନେକ ହେଲ୍‌ପ୍‌ ଲାଇନ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ପରେ ସାପଟିକୁ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଛଡ଼ାଯାଇଥିଲା ।



from Odisha Reporter http://bit.ly/2VUsCLY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages