ନୂଆଦିଲ୍ଲୀ: ଲୋକସଭାର କାମଚଳା ବାଚସ୍ପତି ହେଲେ ସନ୍ତୋଷ ଗଙ୍ଗୱାର। ନବ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ ୟୁପି ବରେଲିର ଏହି ସାଂସଦ। ସଂସଦକୁ ଲଗାତର ୮ଥର ନିର୍ବାଚିତ ହୋଇଥବାରୁ ବରିଷ୍ଠତା ଆଧାରରେ ସନ୍ତୋଷ ଗଙ୍ଗଓ୍ୱାର ପ୍ରୋଟେମ୍ ସ୍ପିକର ଭାବରେ ମନୋନୀତ ହୋଇଛନ୍ତି।
ମୋଦିଙ୍କ ପୂର୍ବ ସରକାରରେ ଗଙ୍ଗଓ୍ୱାର ରାଜ୍ୟ ଅର୍ଥ ମନ୍ତ୍ରୀ ଥିଲେ। ଏହା ପୂର୍ବରୁ ସେ ଅଟଳ ବିହାରୀ ବାଜପେୟୀ ସରକାରରେ ସାମିଲ ଥିଲେ। ୧୯୯୬ରେ ଉତ୍ତରପ୍ରଦେଶର ବିଜେପି ମହାସଚିବ ଭାବେ ଗଙ୍ଗଓ୍ୱାର ନିଯୁକ୍ତ ହୋଇଥିଲେ।
from Odisha Reporter http://bit.ly/2Kj4GzE
No comments:
Post a Comment