ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ବୋର୍ଡ଼ର ଅଫିସିଆଲ ଓ୍ୱେବସାଇଟ୍ cbseresults.nic.incbse.nic.in ରେ ଛାତ୍ରୀଛାତ୍ରୀ ନିଜର ରେଜଲ୍ଟ ଦେଖିପାରିବେ। ଚଳିତବର୍ଷ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବୋର୍ଡ ପରୀକ୍ଷା ହୋଇଥିଲା।

ଦେଶରେ ୩୧ ଲକ୍ଷ ୧୪ ହଜାର ୮୨୧ ଜଣ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପଞ୍ଜିକୃତ କରିଥିଲେ। ଯେଉଁଥିରେ ୨୮ ଜଣ କିନ୍ନର ରହିଛନ୍ତି। ଦେଶର ୪ ହଜାର ୯୭୪ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ୭୮ଟି କେନ୍ଦ୍ର ଦେଶ ବାହାରେ ଥିଲା।

ଭୁବନେଶ୍ୱର ସିବିଏସଇ ରିଜନରେ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ ରହିଛି । ଚଳିତ ବର୍ଷ ଭୁବନେଶ୍ୱର ରିଜନରୁ ୩୮ ହଜାର ୪୩୫ ଛାତ୍ର ଓ ୨୭ ହଜାର ୩୧୮ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିରେ ଓଡ଼ିଶାର ୧୭ହଜାର ୧୭୯ ଜଣ ରହିଛନ୍ତି ।



from Odisha Reporter http://bit.ly/2XXPMCL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages