ବିରାଟଙ୍କୁ ଶୁଭକାମନା ଜଣାଇଲେ ଏହି ବ୍ରାଜିଲୀୟ ଫୁଟବଲ ଷ୍ଟାର୍, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ବିରାଟଙ୍କୁ ଶୁଭକାମନା ଜଣାଇଲେ ଏହି ବ୍ରାଜିଲୀୟ ଫୁଟବଲ ଷ୍ଟାର୍, ଦେଖନ୍ତୁ ଭିଡିଓ

ଲଣ୍ଡନ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ ଫ୍ୟାନ୍ କେବଳ କ୍ରିକେଟ୍ ଜଗତରେ ସୀମିତ ହୋଇ ରହିନାହିଁ। ଫୁଟବଲ ଜଗତରେ ମଧ୍ୟ ବିରାଟଙ୍କ କ୍ରେଜ୍ ରହିଥିବା ଦେଖିବାକୁ ମିଳିଛି। ବ୍ରାଜିଲ ଫୁଟବଲ ଟିମର ପୂର୍ବତନ ଅଧିନାୟକ ଏବଂ ଚେଲସୀର ଡିଫେଣ୍ଡର ଡେଭିଡ୍ ଲୁଇଜ୍ ଭାରତୀୟ କ୍ରିକେଟ୍ ଏବଂ ଅଧିନାୟକ କୋହଲିଙ୍କୁ ଶୁଭକାମନା ଜଣାଇଛନ୍ତି।

ଏହି ଅଭିଜ୍ଞ ଫୁଟବଲର ଟ୍ୱିଟ୍ ଜରିଆରେ ଏକ ଭିଡିଓ ମେସେଜ୍ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କୋହଲିଙ୍କୁ ଭାଇ ବୋଲି ସମ୍ବୋଧିକ କରି କହିଛନ୍ତି, ଆଗାମୀ ବିଶ୍ୱକପରେ ସେ କୋହଲିଙ୍କ ଟିମକୁ ସମର୍ଥନ କରିବେ।

ଲୁଇଜ୍ କହିଛନ୍ତି, “ବିଶ୍ୱକପ୍ ପାଇଁ ବିରାଟ୍ କୋହଲିଙ୍କୁ ଶୁଭକାମନା। ମୁଁ ଆପଣଙ୍କୁ ସମର୍ଥନ କରିବି । ଶୀଘ୍ର ସାକ୍ଷାତ ହେବ ।’ ସୂଚନାଯୋଗ୍ୟ, ୩୨ ବର୍ଷୀୟ ଲୁଇସ୍ ଚଳିତ ସପ୍ତାହରେ ୟୁରୋପା ଲିଗର ଫାଇନାଲରେ ଆର୍ସନଲ ବିପକ୍ଷରେ ମଇଦାନକୁ ଓହ୍ଲାଇବେ।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2Qvbewu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages